‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ

ବକ୍ସର : ତାଙ୍କ ଦଳ ଭୋଟ‌ ପାଇ କ୍ଷମତାକୁ ଆସିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍‌ ଯିବେ‌ ବୋଲି ‘ଲୋକ ଜନଶକ୍ତି ପାର୍ଟି’ର (ଏଲ୍‌ଜେପି) ନେତା ଚିରାଗ ପାସୱାନ ରବିବାର ଦିନ ଏକ ନିର୍ବାଚନୀ ରାଲିରେ କହିଛନ୍ତି। ବକ୍ସର‌ ଅନ୍ତର୍ଗତ ଦୁମରାଓଁରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ପାସୱାନ ରାଜ୍ୟବାସୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ, ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ, … Continue reading ‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ